ଭୁବନେଶ୍ୱର: ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମ ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇଥାଏ । ଏହିଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।
Teachers play pivotal role in nurturing young minds to be ready for future and contribute to society. On #TeachersDay, my heartfelt tribute to all teachers & homage to exemplary teacher, scholar, philosopher & former President Dr S Radhakrishnan on his birth anniversary. pic.twitter.com/97Sv7PfmPm
— Naveen Patnaik (@Naveen_Odisha) September 5, 2020
ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି।
We remain grateful to the hardworking teachers for their contributions towards shaping minds and building our nation. On Teachers Day, we express gratitude to our teachers for their remarkable efforts. We pay tributes to Dr. S. Radhakrishnan on his Jayanti. #OurTeachersOurHeroes
— Narendra Modi (@narendramodi) September 5, 2020
ସେହିପରି ଗୁରୁ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି ।
Remembering an exemplary teacher, great philosopher and former President of India Dr. Sarvepalli Radhakrishnan on his birth anniversary. #HappyTeachersDay pic.twitter.com/zs7kaCjdut
— Sudarsan Pattnaik (@sudarsansand) September 4, 2020
ଉଲ୍ଲେଖଯୋଗ୍ୟ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୮୮୮ ମସିହା ସେପ୍ଟେମ୍ବର ୫ ତାରଖରେ ଜନ୍ମଗ୍ରହଣ କରିଥିଲେ । ଯାହାଙ୍କ ସମ୍ମାନର୍ଥେ ପ୍ରତି ବର୍ଷ ଏହି ସପ୍ଟେମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇ ଆସୁଅଛି ।
ସେ ଏକଧାରରେ ଥିଲେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୈତିଜ୍ଞ ।
Comments are closed.