ଭୁବନେଶ୍ବର: ନିର୍ବାଚନ ପାଇଁ ପୁଣି ଓଡିଶା ଗସ୍ତରେ ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ପୁଣି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏଥି ନିମନ୍ତେ ଆସନ୍ତା ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ଜନସଭାକୁ ଉଦ୍ବୋଧନ ଦେବେ ଅମିତ୍ ଶାହ । ଏହା ପରେ ମେ’ ୧୭ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ବିରାଟ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ପୁରୀରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରି ଭୋଟ ଅପିଲ୍ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର
BREAKING NEWS
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
- ଗୋଷ୍ଠୀ କନ୍ଦଳକୁ ନେଇ ଫୁଟିଲା ବୋମା, ଛିଡିଗଲା ହାତ ପାପୁଲି…
- କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ସହଜରେ ଚିହ୍ନଟ କରାଯାଇପାରିବ ଆଣ୍ଟିବାୟୋଟିକ, ପ୍ୟାକେଜିଂରେ ରହିବ ନିର୍ଦ୍ଦିଷ୍ଟ କୋଡିଂ
- ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି
- Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ
- Trump Tariff on Russian Oil: ରୁଷୀୟ ତୈଳ ଉପରେ ୫୦୦% ଟାରିଫ୍ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!
- Opd Services: ସରକାରଙ୍କ ଏସମାକୁ ଫୁ’; ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ
- BNP leader Azizur Rahman shot dead : ବାଂଲାଦେଶରେ ବିଏନପି ନେତା ଅଜିଜୁର ରହମାନଙ୍କୁ ଗୁଳି କରି ହତ୍ୟା
- Lingaraj Temple: ସୁରକ୍ଷା ବ୍ୟବସ୍ଥାରେ ଢିଲା! ଅଣହିନ୍ଦୁ ପଶିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା
Comments are closed.