Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ ହୋଇଛି। ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମା ହୀରାବେନଙ୍କ ମୃତ୍ୟୁ ବାବଦରେ ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସକାଳ ୭ ଟା ୪୦ରେ ମୋଦୀ ଅହମଦାବାଦ ପହଞ୍ଚିଥିବା  ସୂଚନା ରହିଛି ।

ଏହା ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦର ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଯାଇ ତାଙ୍କ ମା’ଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ମୋଦୀ ତାଙ୍କ ଫେଟା ସେୟାର କରି ଲେଖିଛନ୍ତି, ମା’ଙ୍କଠାରୁ ମୁଁ ସବର୍ଦା ସେହି ତ୍ରିମୂର୍ତ୍ତିଙ୍କୁ ଅନୁଭବ କରି ଆସିଛି, ଯେଉଁଥିରେ ସନ୍ନ୍ୟାସୀଙ୍କ ଯାତ୍ରା ରହିଛି, ଜଣେ ନିଃସ୍ୱାଥର୍ପର କମର୍ଯୋଗୀ ଏବଂ ମୂଲ୍ୟେବାଧ ପ୍ରତି ସମର୍ପିତ ଜୀବନର ପ୍ରତୀକ ରହିଛି । ଆହୁରି ମଧ୍ୟ କହିଛନ୍ତି, ଯେତେବେଳ ମୁଁ ତାଙ୍କୁ ତାଙ୍କ ୧୦୦ ବର୍ଷ ଜନ୍ମଦିନରେ ଭେଟିଥିଲି, ସେତେବେଳ ସେ ଗୋଟିଏ କଥା କହିଥିଲେ, ବୁଦ୍ଧିର ସହ କାମ କରି ଗୌରବର ସହ ବଞ୍ଚିବାକୁ  ।

ହୀରୋବନ ତାଙ୍କ ସାନ ପୁଅ ପଙ୍କଜଙ୍କ ସହ ଗାନ୍ଧୀନଗର ଜିଲ୍ଲାର ରାୟସାନେର ରହୁଥିଲେ।

ୟୁଏନ୍ ମେହେଟା ହସ୍ପିଟାଲ ପକ୍ଷରୁ ଜାରି ବେୁଲଟନେର କୁହାଯାଇଛି ଯେ, ହୀରୋବନ ମୋଦୀ ୩୦/୧୨/୨୦୨୨ ସକାଳ ୩.୩୦ରେ ଆଖି ବୁଜିଛନ୍ତି ।

Comments are closed.