ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେନ୍ ଦି ବାର୍ରେ କମିଶନରେଟ୍ ପୋଲିସ ରେଡ୍ କରିଛି । କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ୍ ପକ୍ଷରୁ ଏହି ଚଢ଼ାଉ ହୋଇଛି । ଏହି ସମୟରେ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି ।
କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି ବାର୍ ଉପରେ ଚଢ଼ାଉ କରାଯାଇଛି । ଲକଡାଉନ୍ ଆରମ୍ଭରୁ ଏଠାରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଥିଲା । ଏଥିସହ ଏଠାରେ ୩ଗୁଣା ଅଧିକ ଦାମରେ ମଧ୍ୟ ମଦ ବିକ୍ରି ହେଉଥିଲା।
Comments are closed.