Latest Odisha News

BREAKING NEWS

ପୁଣେ ପୋର୍ସେ କାର ଦୁର୍ଘଟଣା; ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିଲେ ନାବାଳକ

ପୁଣେ: ପୁଣେ ପୋର୍ସେ କାର ଦୁର୍ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ର ଜାମିନ ସର୍ତ୍ତକୁ ପାଳନ କରି ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକ ଜଣକ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ଦାଖଲ କରିଛନ୍ତି।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ପ୍ରବନ୍ଧ ଦାଖଲ କରିଛନ୍ତି। ତେବେ ଗତ ମାସରେ ବମ୍ବେ ହାଇକୋର୍ଟ କହିଥିଲେ ଯେ ନାବାଳକଙ୍କୁ ବାଳସ୍ୱଧାର ଗୃହକୁ ପଠାଇବା ନିର୍ଦ୍ଦେଶ ବେଆଇନ, ଯାହା ପରେ ତାଙ୍କୁ ସ୍ୱଧାରଗୃହରୁ ମୁକ୍ତ କରାଯାଇଥିଲା।

Leave A Reply

Your email address will not be published.