ସରୟୁ ନଦୀରେ ମଟନ୍-ବିୟର ପାର୍ଟି, ଭିଡିଓ ଭାଇରାଲ ପରେ ୩ ଗିରଫ
ନୂଆଦିଲ୍ଲୀ: ଅଯୋଧ୍ୟାର ସରୟୁ ନଦୀରେ କିଛି ଯୁବକ ମଟନ୍ ପାର୍ଟି କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ତେବେ ସରୟୁ ନଦୀରେ ମଟନ୍ ପାର୍ଟି ଭକ୍ତଙ୍କ ଆସ୍ଥା ଭଙ୍ଗ କରୁଥିବା ଅଭିଯୋଗ ହେଉଛି।
ସରୟୁ ନଦୀରେ ଡଙ୍ଗାରେ ମଟନ୍ ଏବଂ ବିୟର…