Latest Odisha News

BREAKING NEWS

କୋଭିଡ-୧୯ ଅପେକ୍ଷା ପୋଷ୍ଟ କୋଭିଡ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଏବେ ଭୟ ବଢାଇଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଟଳି ନଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗର ଆଶଙ୍କା ମଧ୍ୟରେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାଭାଇରସରୁ ଆରୋଗ୍ୟ ଲାଭ କରିଥିବା ୪୦ ପ୍ରତିଶତ ରୋଗୀଙ୍କ ହୃଦଘାତ୍ ସମସ୍ୟା ଥିବା ଜଣାପଡିଛି।

BjdElectrycity

ଦିଲ୍ଲୀର ଏକ ବଡ ସରକାରୀ ଡାକ୍ତରଖାନାରେ ୧୩୪ ରୋଗୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା ଯେଉଁମାନେ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରୁ  ୪୦ ପ୍ରତିଶତ ରୋଗୀଙ୍କଠାରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.