Latest Odisha News

BREAKING NEWS

କଟକ, ଭୁବନେଶ୍ୱର ଓ ପୁରୀର କେଉଁ ସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସେବା,ଜାଣନ୍ତୁ

ଭୁବନେଶ୍ୱର: ମରାମତି ଜନିତ କାର୍ଯ୍ୟ ପାଇଁ କଟକ, ଭୁବନେଶ୍ୱର ଓ ପୁରୀର ଏହିସବୁ ସ୍ଥାନରେ ମଙ୍ଗଳବାର ଦିନ ବିଦ୍ୟୁତ ସରବରାହ ବନ୍ଦ ରହିବ।

ଭୁବନେଶ୍ୱର-ଅର୍ବାନ

ଲକ୍ଷ୍ମୀସାଗର ଭିଲେଜ ଓ ଝାରପଡ଼ା- ସକାଳ ୯ ଟାରୁ ଅପରାହ୍ନ ୨ ଟା

କଟକ-ଅର୍ବାନ

ହରିପୁର,ପିଠାପୁର, ଦୋଳମୁଣ୍ଡେଇ- ଦିନ ୧୦ଟାରୁ ଅପରାହ୍ନ ୨ ଟା

ଓଏସଏପି, ଚଉଳିଆଗଞ୍ଜ, କେଶପୁର, ବିଦ୍ୟାଧରପୁର, ତିନିକୋଣିଆ ବଗିଚା- ଦିନ ୧୦ ଟାରୁ ଅପରାହ୍ନ ୨ ଟା

ପୁରୀ:

ଗଣେଶ୍ୱର, ସୁବର୍ଣ୍ଣପୁର, ନାଗପୁର, ଗୋପାଳପୁର- ସକାଳ ୯ ଟାରୁ ଅପରାହ୍ନ ୪ଟା

କୋଣାର୍କ, ରାମଚଣ୍ଡୀ,- ଦିନ ୧୧ ଟାରୁ ଅପରାହ୍ନ ୨ ଟା

Leave A Reply

Your email address will not be published.