Latest Odisha News

BREAKING NEWS

ପ୍ରାକ୍ଟିସ ଛାଡି ଅନୁଷ୍କାଙ୍କ ସହ ନୌକାରେ ବୁଲିଲେ କୋହଲି, ତାପରେ ଜାଣନ୍ତୁ କଣ ହେଲା

କାନପୁର: ଓ୍ବେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ଭଲ ରହିଛି । ଆଗାମୀ ଟେଷ୍ଟ ମ୍ୟାଚ  ଅଗଷ୍ଟ ୩୦ରେ ହେବାକୁ ଥିବାବେଳେ ଅଭ୍ୟାସ ଛାଡି ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

ଭାରତୀୟ ଟିମର ଅନ୍ୟ କେତେଜଣ ଖେଳାଳିଙ୍କ ସହ ଅନୁଷ୍କା ଓ ବିରାଟ ସେଠାରେ ଏକ ନୌକାରେ ମଜାମସ୍ତି କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉଭୟ ବିରାଟ ଓ ଅନୁଷ୍କା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

Leave A Reply

Your email address will not be published.