ମାଡ୍ରାସ: ତେଲୁଗୁ ଅଭିନେତ୍ରୀ ପ୍ରଣୀତା ସୁବାସ ଏବେ ନିକଟରେ ପତି ନିତିନ ରାଜୁଙ୍କ ସହ ଏକ ଫଟୋ ଶେୟାର କରିଛି । ଏଥିରେ ସେ ତାଙ୍କ ପତିଙ୍କ ପାଦ ତଳେ ବସି ପୂଜା କରୁଛନ୍ତି । ଏହି ଫଟୋ କିଛି ବ୍ୟକ୍ତି ହଜମ ନ କରିପାରି ପ୍ରଣୀତାଙ୍କୁ ଟ୍ରୋଲ କରିଥିଲେ । ହଙ୍ଗମା ୨ର ଏହି ଅଭିନେତ୍ରୀଙ୍କୁ ଟ୍ରୋଲର୍ସଙ୍କୁ ଏ ନେଇ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ମୁଁ ସର୍ବଦା ରୀତି ନୀତି ଓ ପାରମ୍ପାରିକତାକୁ ବିଶ୍ୱାସ କରେ ଏବଂ ମାନେ । ଜଣେ ଅଭିନେତ୍ରୀ ହେଇଯିବା ମାନେ ନୁହେଁ ଯେ, ମୁଁ ମୋ ସଂସ୍କୃତିକୁ ଭୁଲି ଯିବ । ଏହା କରିବା ପାଇଁ ମୋତେ କେହି ବାଧ୍ୟ କରି ନ ଥିଲେ ବୋଲି ସେ କହିଛନ୍ତି । ମୋ ପରିବାରର ସମସ୍ତ ସଦସ୍ୟ ଏହି ରୀତି ନୀତି ଗର୍ବର ସହ ପାଳନ କରିଥାଉ ବୋଲି ସେ କହିଛନ୍ତି । ଭୀମନା ଅମାବାସ୍ୟାରେ ପତ୍ନୀମାନେ ପତିଙ୍କୁ ପୂଜା କରିଥାନ୍ତି । ୨୦୨୧ରେ ପ୍ରଣୀତା ଓ ନିତନ ପରସ୍ପରକୁ ବିବାହ କରିଥିଲେ ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.