Latest Odisha News

BREAKING NEWS

କଂଗ୍ରେସ ଛାଡି ଶିବସେନାରେ ମିଶିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ଶୁକ୍ରବାର ଦିନ ଶିବସେନାରେ ସାମିଲ ହୋଇଛନ୍ତି ।

ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ପ୍ରିୟଙ୍କା ପରବର୍ତ୍ତୀ ସମୟରେ ତାଙ୍କ ଦଳର କିଛି କର୍ମୀଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ନେଇ ସେ ନିକଟରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାରେ ପ୍ରିୟଙ୍କା ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.