Latest Odisha News

BREAKING NEWS

ପୁଲୱାମା ଆକ୍ରମଣ; ଭାରତୀୟ ସେନାରେ ଯୋଗ ଦେଲେ ସହିଦ ମେଜର ବିଭୁତିଙ୍କ ପତ୍ନୀ ନିକିତା କୌଲ୍

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୋନ୍ଦିଆଲ୍‌ଙ୍କ ପତ୍ନୀ ନିକିତା କୌଲ୍ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ଚେନ୍ନାଇରେ ଶନିବାର ଦିନ ଆୟୋଜିତ ଏକ ସମାରୋହରେ ସେନା ୟୁନିଫର୍ମ ପିନ୍ଧିଥିଲେ ନିକିତା।

ଫେବୃଆରୀ ୨୦୧୯ ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଆର୍ମି ମେଜର ମେଜର ବିଭୁତି ଶଙ୍କର ଧୋନ୍ଦିଆଲ୍‌ ସହିଦ ହୋଇଥିଲେ।

Comments are closed.