Latest Odisha News

BREAKING NEWS

ପୁରୀରେ ସେବାୟତଙ୍କର କୋଭିଡ ଟେଷ୍ଟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାରେ ନିୟୋଜିତ ସୁଆର ମହସୁଆର, ପୁଷପାଳକ, ବିମାନ ବଡୁ ନିଯୋଗ ସେବାୟତ ମାନଙ୍କର ଗୁରୁବାର ଦିନ କୋଭିଡ-୧୯ ଟେଷ୍ଟ କରାଯିବ ।

ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବଗିଡିଆ ଧର୍ମଶାଳା, ପୁରୀର ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ୩ଟି ସ୍ଥାନରେ ଏହି ଟେଷ୍ଟ ଅନୁଷ୍ଠିତ ହେବ ।

ଉଲ୍ଲେଖଯୋଗ୍ୟ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର କହିଛନ୍ତି ଯେ ପ୍ରାୟ ୨୫୦୦ ସେବାୟତ ଦ୍ୱିତୀୟ ରାଉଣ୍ଡ କୋଭିଡ ପରୀକ୍ଷା ଦେବେ ଏବଂ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଥିବା ସେବାୟତମାନଙ୍କୁ କେବଳ ବାହୁଡା ଯାତ୍ରାରେ ଭାଗ ନେବାକୁ ଅନୁମତି ଦିଆଯିବ ।

Leave A Reply

Your email address will not be published.