ପୁରୀ : ପୁରୀରେ ପୁଣି ଗରମ ଡାଲି ପଡି ସେବାୟତ ଗୁରୁତର । ମହାପ୍ରାସଦ ନେଇ ଯାଉଥିବା ବେଳେ ଗୋଡ ଖସି ଯିବାରୁ ଜଣେ ସୁଆର ଆହତ ହୋଇଛନ୍ତି । ସୁଆର ଜଣକ ହଚରଣ୍ଡି ସାହିର ନରସିଂହ ମହାପାତ୍ର । ସେ ଭୋଗ ମଣ୍ଡପରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଗୋଡ ଖସିଯାଇଥିଲା ।ଗରମ ଡାଲି ପଡି ସୁଆର ନରସିଂହ ମହାପାତ୍ରଙ୍କ ଗୋଡରେ ଫୋଟକା ହୋଇଯାଇଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଯାଇଛି ।
BREAKING NEWS
- ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ
- ଟ୍ରମ୍ପଙ୍କ ୧୦ ଦିନିଆ ଯୁଦ୍ଧବିରତି
- ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଝଡବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ, ୩୧ରୁ ଅଧିକ ଆହତ
- West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି ରାଜ୍ୟମାନେ ହେବେନି ସାମିଲ
- Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ
- ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି
- କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
- Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ
Comments are closed.