Latest Odisha News

BREAKING NEWS

ଗରମ ଡାଲି ପଡି ଶ୍ରୀମନ୍ଦିରରେ ସୁଆର ସେବାୟତ ଗୁରୁତର

ପୁରୀ : ପୁରୀରେ ପୁଣି ଗରମ ଡାଲି ପଡି ସେବାୟତ ଗୁରୁତର । ମହାପ୍ରାସଦ ନେଇ ଯାଉଥିବା ବେଳେ ଗୋଡ ଖସି ଯିବାରୁ ଜଣେ ସୁଆର  ଆହତ ହୋଇଛନ୍ତି । ସୁଆର ଜଣକ ହଚରଣ୍ଡି ସାହିର ନରସିଂହ ମହାପାତ୍ର । ସେ ଭୋଗ ମଣ୍ଡପରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଗୋଡ ଖସିଯାଇଥିଲା ।ଗରମ ଡାଲି ପଡି ସୁଆର ନରସିଂହ ମହାପାତ୍ରଙ୍କ ଗୋଡରେ ଫୋଟକା ହୋଇଯାଇଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଯାଇଛି ।

Leave A Reply

Your email address will not be published.