ଭୁୁବନେଶ୍ୱର: ବଢ଼ିପାରେ କ୍ୱାରେଂଟିନ ଅବଧି । ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଂଟିନ ଅବଧି ପର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଏଥିସହ ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନ ରକ୍ଷା ପାଇଁ ବି ସେ ପରାମର୍ଶ ଦେଇଥିବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
BREAKING NEWS
- ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…
- ପୁରୀରେ ବୁଲିଲା ଖଣ୍ଡା, ୨ ଆହତ
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ
- ମୋଦିଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହୁଁନି: ଟ୍ରମ୍ପ
- ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
- ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ
- ପୁଣି ନଜରକୁ ଆସିଲା ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ, ଯୁବକ ଅଟକ
- ଜେଲରେ ଖରାପ ହେଲା ଇମ୍ରାନଙ୍କ ଆଖି
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ
- କଟକରେ ଲେଜର୍ ଲାଇଟ୍ ବ୍ୟାନ୍
Comments are closed.