ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ । ୯୬ ବର୍ଷରେ ମହାରାଣୀ ଏଲିଜାବେଥ୍ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।
The Queen died peacefully at Balmoral this afternoon.
The King and The Queen Consort will remain at Balmoral this evening and will return to London tomorrow. pic.twitter.com/VfxpXro22W
— The Royal Family (@RoyalFamily) September 8, 2022
ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ ସ୍କଟଲ୍ୟାଣ୍ଡରେ ପହଁଚିଛନ୍ତି । ଗ୍ରୀଷ୍ଣଛୁଟି ପାଇଁ ମହାରାଣୀ ସେଠାରେ ଅବସ୍ଥାନ କରୁଥିଲେ । ରାଣୀଙ୍କ ପରଲୋକ ପର ସାରା ବିଶ୍ବରୁ ତାଙ୍କ ପାଇଁ ଶାେକ ବାର୍ତାର ଶୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
I had memorable meetings with Her Majesty Queen Elizabeth II during my UK visits in 2015 and 2018. I will never forget her warmth and kindness. During one of the meetings she showed me the handkerchief Mahatma Gandhi gifted her on her wedding. I will always cherish that gesture. pic.twitter.com/3aACbxhLgC
— Narendra Modi (@narendramodi) September 8, 2022
ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ , ତାଙ୍କର ପତ୍ନୀ , ନାତି ପ୍ରିନ୍ସ ୱିଲିୟମ୍ସ ଏବେ ସ୍କଟଲ୍ୟାଣ୍ଡରେ ପହଁଚିଛନ୍ତି । ମହାରାଣୀଙ୍କ ବୟସ ବଢ଼ିବା ସହ ଶରୀର ଅସୁସ୍ଥ ଲାଗି ରହୁଥିଲା ।
A statement from His Majesty The King: pic.twitter.com/AnBiyZCher
— The Royal Family (@RoyalFamily) September 8, 2022
ଆଜି ସକାଳୁ ମହାରାଣୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ମହାରାଣୀ ଏଲିଜାବେଥ ଶେଷଥର ସାର୍ବଜନିନ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଦେଖାଦେଇଥିଲେ ।
Comments are closed.