Latest Odisha News

BREAKING NEWS

cow smuggling network:ଗୋମାଫିଆ ଘରେ ରେଡ୍‌; ୪ ପିସ୍ତଲ ସହ ୪ ଗିରଫ

ରାଉରକେଲା:ଗୋ ମାଫିଆ ଘରେ ରେଡ୍ । ବିଶ୍ରା ଥାନା ଗୁଡଗୁଡଜୋରରେ ବଡ ଧରଣର ରେଡ୍ କରିଛି ପୋଲିସ । ତେବେ  ଦୁର୍ଦ୍ଦାନ୍ତ ଗୋ ମାଫିଆ ମୁଞ୍ଜାମିଲ ଅନଶାରୀକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତଙ୍କ ଘରୁ ଗୋ ଚାଲାଣରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଛି ପୋଲିସ।

ପୋଲିସ  ଗତକାଲି ଦିନ ତମାମ ଅଭିଯୁକ୍ତଙ୍କ ଘରେ ରେଡ କରିଥିଲା। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଓ ଏକ ନକଲି ବନ୍ଧୁକ, ମୋଟର ସାଇକେଲ, କାର, ଅଟୋ ଆଦି ଜବତ କରିଛି । ଏପଟେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି।

Leave A Reply

Your email address will not be published.