Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ଚଢାଉ

ଭୁବନେଶ୍ୱର: ଟ୍ବିନ୍‌ ସିଟି ସମେତ ଓଡିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ସିଜିଏସ୍‌ଟି ଚଢାଉ କରିଛି।

ଜିଏସ୍‌ଓି ଟିକସ ପରିଶୋଧ ନକରିବା କିମ୍ବା କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ବରଗଡ, ଭବାନୀପାଟଣା ଏବଂ ବ୍ରହ୍ମପୁରର ୧୫ଟି ଆଇରନ୍‌ ଏବଂ ଉଡ୍‌ ଫର୍‌ନିଚର୍‌ ଶୋ’ରୁମରେ ଅଧିକାରୀମାନେ ଚଢାଉ କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ୪୦ରୁ ଅଧିକ ପୋଲିସ ଅଧିକାରୀ ଏବଂ ଆଠଟି ଟିମ୍ ୩୦ ଟି ସ୍ଥାନରେ ଚଢାଉ କରିଛନ୍ତି।

Comments are closed.