ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ଶୁକ୍ରବାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା ।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା ଓ ଅନୁଗୁଳର କିଛି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ମିଳିଛି ।
ଅନ୍ୟପଟେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡା,ଜଗତସିଂହପୁର, ବାଲେଶ୍ଵର, ସମ୍ବଲପୁର, ପୁରୀ, ସୁନ୍ଦରଗଡ, ବରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୨ ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।
BREAKING NEWS
- ଦିଲ୍ଲୀକୁ କ୍ରାଇମ କ୍ୟାପିଟାଲରେ ପରିଣତ କରିଦିଆଯାଇଛି: କେଜ୍ରିୱାଲ
- ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ
- ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ
- ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା
- ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ
- ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ
- ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି
- ଆସିବ କି ପୁଷ୍ପା ୩! ବଡ଼ ଖୁଲାସା କଲେ ଅଭିନେତ୍ରୀ
- ନୂଆବର୍ଷ ଭେଟି, ଆକାଶମାର୍ଗରେ ନୂଆ ସ୍ଥାନକୁ ଯୋଡି ହେବ ଭୁବନେଶ୍ବର
Comments are closed.