Latest Odisha News

BREAKING NEWS

ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଅନାଥେର ମୋସନ ପୋଷ୍ଟର ଜାରୀ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ବସ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଜାରୀ କରାଯାଇଛି । ବେଶ୍ କିଛି ଦିନର ବ୍ୟବଧାନ ପରେ ଅନାଥେ ଫିଲ୍ମରେ ସେ ପୁନର୍ବାର ଦମଦାର ଲୁକରେ ଆସୁଛନ୍ତି । ରଜନୀକାନ୍ତଙ୍କ ଏହି ଫିଲ୍ମରେ ନୟନତାରା, ପ୍ରକାଶ ରାଜ, କୀର୍ତି ସୁରେଶ, ସତୀଶ ଖୁସବୁ ପ୍ରମୁଖ ଅଭିନୟ କରୁଛନ୍ତି ।

ନିର୍ଦ୍ଦେଶକ ସିରୁଥାଇ ଶିବାଙ୍କ ସହ ରଜନୀକାନ୍ତ ଦୀର୍ଘ ଦିନ ପରେ କାମ କରୁଛନ୍ତି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଏବେଠାରୁ ବଢ଼ିବା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.