Latest Odisha News

BREAKING NEWS

ରାଜୀବ କୁମାର ନୂଆ ନିର୍ବାଚନ କମିସନର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବତନ ଅର୍ଥ ସଚିବ ତଥା ରାଷ୍ଟ୍ରାୟତ ଚୟନ ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିସନର । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ନର୍ବାଚନ କମିଶନର ଅଶୋକ ଲାଭାସାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।

ଅଶୋକ ଲାଭାସାଙ୍କ ଇସ୍ତଫା ଗୃହୀତ ହୋଇଥିଲେ ମଧ୍ୟ ସେ ଆସନ୍ତା ୩୧ ଯାଏଁ ଦାୟିତ୍ୱରେ ରହିବେ ।
ରାଜୀବ କୁମାର ୧୯୮୪ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅଟନ୍ତି ।

Leave A Reply

Your email address will not be published.