ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ହନ୍ଦୱାରାରେ ସହିଦ ହୋଇଥିବା ପଂଚ ଜଣ ସୁରକ୍ଷାକର୍ମୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଟ୍ୱିଟ କରି ସହିଦ ହୋଇଥିବା ସୈନିକ ଓ ସୁରକ୍ଷାକର୍ମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏଥିସହ ବୀର ସହିଦମାନଙ୍କ ପରିବାରଙ୍କ ପାଖେ ପାଖେ ଭାରତ ରହିଛି । ଦେଶ ସେମାନଙ୍କର ସାହସିକତା ଓ ଆତ୍ମବଳିକୁ ଭୁଲିବ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ହନ୍ଦୱାରାରେ ଆମେ ହରାଇଥିବା ସୈନିକ ଓ ସୁରକ୍ଷା କର୍ମଚାରୀଙ୍କ କଥା ଅତ୍ୟନ୍ତ ବେଦନା ଦାୟକ। ଆତଙ୍କବାଦୀଙ୍କ ସହ ଲଢ଼େଇରେ ସେମାନେ ଦୃଷ୍ଟାନ୍ତମୂଳକ ସାହସ ଦେଖାଇଛନ୍ତି ଓ ଦେଶର ସେବା କରି ଆତ୍ମବଳି ଦେଇଛନ୍ତି। ଆମେ ସେମାନଙ୍କ ସାହସିକତା ଓ ଆତ୍ମବଳିକୁ ଭୁଲିବୁ ନାହିଁ।
BREAKING NEWS
- Union Budget 2026: ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ରାଷ୍ଟ୍ରପତି
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
Comments are closed.