Latest Odisha News

BREAKING NEWS

ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷି ଆଇନ ବିରୋଧରେ ଜାରି ରହିବ କୃଷକ ଆନ୍ଦୋଳନ ; ରାକେଶ ଟିକାଇତ୍‌‌‌

ନୂଆଦିଲ୍ଳୀ: ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଇତ୍‌‌‌ ଶନିବାର କହିଛନ୍ତି ଯେ ଗାଜିପୁର ସୀମା (ଦିଲ୍ଲୀ-ଉତ୍ତରପ୍ରଦେଶ) ରେ କୃଷକମାନେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବେ।

ଗୋଟିଏ ଦିନରେ କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଏହି ଆଇନ ବିରୁଦ୍ଧରେ ଏକ ‘ଚକ୍କା ଜାମ’ ଆୟୋଜନ କରୁଛନ୍ତି ବୋଲି ଭାରତୀୟ କିସନ ୟୁନିଅନ୍ (ବି.କେ.ୟୁ) ନେତା ରାକେଶ ଟିକାଇତ୍‌ ଶନିବାର କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକ ନେତାମାନେ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ‘ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

Comments are closed.