Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ରଣବୀରଙ୍କ ଆନିମଲ

ମୁମ୍ବାଇ:ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହା ୧୧ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ରଣବୀରଙ୍କ ବ୍ୟତୀତ ଏହିଚ୍ରାଇମ ଡ୍ରାମା ଫିଲ୍ମରେ ପରିଣିତ ଚୋପ୍ରା, ଅନୀଲ କାପୁର ଓ ବବି ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ।

ଭୂଷଣ କୁମାର ଓ କୃଷ୍ଣ କୁମାରଙ୍କ ଟିସିରିଜ, ପ୍ରଣୟ ରେଡ୍ଡୀ, ଭଦ୍ରକାଳୀ ପିକଚର୍ସ ଓ ମୁରାଦୀ ଖେତାନୀଙ୍କ ସିନେ ୧ ଷ୍ଟୁଡିଓ ଏହାର ପ୍ରଯୋଜନା ଭାର ନେଇଛନ୍ତି । ଅନୀଲ କାପୁର ଏହି ଫିଲ୍ମରେ ରଣବୀରଙ୍କ ବାପା ହୋଇଛନ୍ତି । ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି ।

Leave A Reply

Your email address will not be published.