Latest Odisha News

BREAKING NEWS

ଡିସେମ୍ବରରେ ପ୍ରେକ୍ଷାଳୟରେ ଧୁମ୍‌ ମଚେଇବ ‘୮୩’ ଓ ‘ଜର୍ସି’

ନୂଆଦିଲ୍ଲୀ: ଦୁଇଟି ବହୁ ପ୍ରତୀକ୍ଷିତ କ୍ରୀଡା ଭିତ୍ତିକ ଚଳଚ୍ଚିତ୍ର, ୮୩ ଏବଂ ଜର୍ସି, ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। କବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ୮୩ ଚଳିତ ଖ୍ରୀଷ୍ଟମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସେହିପରି ଶାହିଦ କପୁରଙ୍କ ଅଭିନୀତ ଗୋତାମ ଟିନୌରୀଙ୍କ ନିର୍ଦ୍ଦେଶକ ଚଳଚ୍ଚିତ୍ର ଜର୍ସି ଡିସେମ୍ବର ୩୧ ରେ ରିଲିଜ କରିବ ବୋଲି ସୂଚନା ମଳିଛି।

Leave A Reply

Your email address will not be published.