ମୁମ୍ବାଇ: ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ ହାତ ମିଳାଇଛନ୍ତି । ରିଲାୟନ୍ସ ଇଣ୍ଡଷ୍ଟ୍ରି ଓ ଫେସବୁକ ମିଳିତ ଭାବେ ମଲ୍ଟିପର୍ପଜ ଆପ ପ୍ରସ୍ତୁତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଦୁଇ କମ୍ପାନୀ ଏଥିପାଇଁ ଅର୍ଥ, ବୈଷୟିକ ଜ୍ଞାନ କୌଶଳ ଓ ଡୋମେନ ପ୍ରସ୍ତୁତ ଉପରେ କାର୍ଯ୍ୟ ଆରମ୍ଭ କରିବେ । କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଏହି ଆପର ପରିକଳ୍ପନା କରାଯାଇଛି । ଏହା ମାଧ୍ୟମରେ ୟୁଜର ରିଲାୟନ୍ସ ଷ୍ଟୋରସ କିମ୍ବା ଜିଓରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ ।
ଜିଓ ମନୀ ମାଧ୍ୟମରେ ଏହା ସହଜ ହୋଇପାରିବ । ୱି ଚାର୍ଟ ପରି ଆପ ତିଆରି ହୋଇପାରିଲେ ସୋସିଆଲ ମିଡିଆ, ଗେମିଂ, ବିମାନ ଟିକେଟ, ହୋଟେଲ ବୁକିଂ ଓ ଡିଜିଟାଲ ପେମେଂଟ ମଧ୍ୟ ହୋଇପାରିବ । ଫେସବୁକ୍ ଗ୍ରୁପ ମଧ୍ୟ ଏଥିଯୋଗୁ ଏକ ଭଳ ନେଟୱର୍କିଂ ବ୍ୟବହାର କରୁଥିବା ପ୍ଲାଟଫର୍ମ ପାଇବ । ଏହା କେବେ ଆରମ୍ଭ ହେବ ସେ ନେଇ କୌଣସି ମନ୍ତବ୍ୟ ଉଭୟ କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ ।
BREAKING NEWS
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Comments are closed.