Latest Odisha News

BREAKING NEWS

ଓଡିଆ ଭାଷାରେ ରିଲିଜ ହେବ ‘ଥ୍ରୀଲର’

ଭୁବନେଶ୍ୱର: ଆସନ୍ତାକାଲି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାମ ଗୋପାଳ ବର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀଲର’ । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଓଡିଆ ପୁଅ ରକ୍ କଚ୍ଚି ।

ଫିଲ୍ମଟି ଏକ ସମୟରେ ୯ଟି ଭାଷାରେ ରିଲିଜ ହେବ । ଏ ମଧ୍ୟରେ ରହିଛି ଓଡିଆ ଭାଷା । ଏହା ବ୍ୟତୀତ ହିନ୍ଦୀ, ତେଲୁଗୁ, ତାମିଲ, କାନାଡା, ମାଲାୟଲମ୍‌, ଭୋଜପୁରୀ, ଗୁଜରାଟୀ ଭାଷାରେ ମଧ୍ୟ ରିଲିଜ ହେବ ।

Leave A Reply

Your email address will not be published.