ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବ ଜାଡେଜାଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେ ଜାଡେଜାଙ୍କୁ ପ୍ରଶଂସା କରି କହିଥିଲେ ସେ ବିଦେଶ ଗସ୍ତରେ ଯିବା ବେଳେ କୌଣସି ଖରାପ ଅଭ୍ୟାସ କିମ୍ବା ନିଶାରେ ପଡନ୍ତି ନାହିଁ । ତେବେ ଏହା ପରେ ସେ ଯେତେବେଳେ କହିଲେ ଅନ୍ୟ କ୍ରିକେଟରମାନେ ବିଦେଶକୁ ଯାଇ ଅନେକ ଭୁଲ କାର୍ଯ୍ୟ କରନ୍ତି । ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଜାଡେଜାଙ୍କୁ ବିଦେଶରେ କେହି ଅଟକାଇବାକୁ ନ ଥିଲେ । ମାତ୍ର ସେ ସର୍ବଦା ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥାନ୍ତି । ଏବେ ରିଭାବାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ କାହା ନାମ ନ ନେଇଥିଲେ ମଧ୍ୟ ଅନ୍ୟ କ୍ରିକେଟରମାନେ କଣ ନିଶା ସେବନ କରନ୍ତି ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଅନେକ ବିବାଦୀୟ ବୟାନ ଦେଇଥିଲେ ମଧ୍ୟ ଏବେ କ୍ରିକେଟରଙ୍କୁ ନେଇ ତାଙ୍କର ଏହି ଟିପ୍ପଣୀ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ହୁଏତ କହୁ କହୁ କହିଦେଲେ, ମାତ୍ର କ୍ରିକେଟପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
BREAKING NEWS
- Clashes Erupt During Ram Navami:ମୁର୍ଶିଦାବାଦରେ ରାମନବମୀ ଶୋଭାଯାତ୍ରା ସମୟରେ ୩ସ୍ଥାନରେ ହିଂସାକାଣ୍ଡ, ୧୪୪ ଧାରା ଲାଗୁ
- ପଶ୍ଚିମ ଏସିଆ ବିବାଦ ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ, କହିଲେ…
- Balugaon Dhaba: ଢାବାରେ ଭିନ୍ନକ୍ଷମ କର୍ମଚାରୀଙ୍କ ମର୍ଡର ଘଟଣା;ଦୁଇ ହତ୍ୟାକାରୀ ଗିରଫ
- ଆଇସିଏମ୍ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଇନ୍କମ୍ ଟାକ୍ସ-୨୦୨୫ ସମ୍ପର୍କୀତ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
- Massive Avalanche: ଶ୍ରୀନଗର-ଲେହ ରାଜପଥରେ ହିମସ୍ଖଳନ; ୬ମୃତ, ଅନେକ ଆହତ
- ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ: ରେଳମନ୍ତ୍ରୀ
- ପୂର୍ବତନ ସାଂସଦ ଓ ବିଧାୟକ ନାରାୟଣ ସାହୁଙ୍କ ପରଲୋକ
- Governor congratulated General Dwivedi:ରାଜ୍ୟପାଳଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ
- Middle East conflict: ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସରକାରଙ୍କ ବଡ ଆକ୍ସନ;ଗଠନ ହେଲା ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି
- ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଭାଟ୍ ହ୍ରାସ ପାଇଁ ଦାବି ଉଠାଇଲା ବିଜେଡି
Comments are closed.