ବାଲେଶ୍ୱର : ଯୁବତୀଙ୍କ ଠାରୁ ଲୁଟ୍ । ବାଲେଶ୍ୱର ଗୋପୀନାଥ ମନ୍ଦିର ବଙ୍ଗଳାସାହି ଛକ ନିକଟରେ ଏପରି ଅଘଟଣ ହୋଇଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି। ଯୁବତୀ ଜଣକ ରେମୁଣା ଶାଖାରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ଦ୍ୱିପ୍ରହରେ ମନ୍ଦିରସାହି ଅଞ୍ଚଳରୁ ଗ୍ରାହକଙ୍କ ଠାରୁ ଟଙ୍କା ଉଠାଇ ଫେରୁଥିବା ବେଳେ ପଛପଟୁ ଏକ ବାଇକରେ ତିନି ଜଣ ଯୁବକ ସାମ୍ନାକୁ ଆସି ତାଙ୍କୁ ଅଟାକାଇବାକୁ ଚେଷ୍ଟା କରିବାରୁ ଯୁବତୀ ଜଣକ ତଳେ ପଡ଼ିଯାଇଥିଲେ । ଠିକ୍ ସେହି ସମୟରେ ତାଙ୍କ ସ୍କୁଟି ସହ ୪୪ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଯୁବତୀ ଜଣକ ଅଳ୍ପ ଆହତ ହୋଇ ହସ୍ପିଟାଲରେ ଚିକିତ୍ସତ ହୋଇଛନ୍ତି । ଘଟଣାର ତଦନ୍ତ ପୋଲିସ ଜାରି ରଖିଛି ।
BREAKING NEWS
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.