Latest Odisha News

BREAKING NEWS

ନିଜ ବାୟୋପିକ୍‌ରେ ପରିନୀତିଙ୍କ ଲୁକ୍‌କୁ ସାଇନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସାଇନା ନେହୱାଲଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରିନୀତି ଚୋପ୍ରା ଠିକ୍‌ ସାଇନାଙ୍କ ଭଳି ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପରି ଦେଖାଯାଉଥିବାରୁ ଫିଲ୍ମର ପ୍ରକୃତ ନାୟିକା ସାଇନା ପରିନୀତିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ମାର୍ଚ୍ଚ ୨୬ରେ ବାୟୋପିକ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସାଇନା ଟ୍ୱିଟ୍‌ କରି ଫିଲ୍ମରେ ପରିନୀତିଙ୍କ ଲୁକକୁ ପ୍ରଶଂସା କରିଛନ୍ତି। ସେ ଫିଲ୍ମରୁ ପରିନୀତିଙ୍କ ଫଟୋ ସେୟାର କରି ଲେଖିଥିଲେ, “ୱାଃ ଏହା ଅତ୍ୟନ୍ତ ସୁନ୍ଦର … ମିନି ସାଇନା @ ପରିନୀତି ଚୋପ୍ରା।

Comments are closed.