Latest Odisha News

BREAKING NEWS

ରିଲିଜର କିଛି ସମୟ ପରେ ଇଂଟରନେଟରେ ଲିକ୍ ହେଲା ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ

ମୁମ୍ବାଇ: ସଲମାନ ଖାଁ ଅଭିନୀତ ରାଧେ: ୟୋର ମୋଷ୍ଟ ୱାଟେଂଡ ଭାଇ ଆଜି ଓଟିଟି-ଡିଟିଏଚରେ ପେ ପର ଭ୍ୟୁ ସର୍ଭିସ ଅନ୍ତର୍ଗତ ରିଲିଜ ହୋଇଛି । ମାତ୍ର ଏହା ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟରେ ଏହା ଲିକ୍ ହୋଇ ଯାଇଥିଲା । ଫଳରେ ଅନେକ ଏହାକୁ ମାଗଣା ଦେଖିବା ଫାଇଦା ଉଠାଇଥିଲେ ।

ଜି ପ୍ଲେକ୍ସର ଓଟିଟି ପ୍ଲାଟଫର୍ମ ଜି୫ରେ ଏହାର ରାଇଟ୍ସ ହାତେଇଥିଲା । ମାତ୍ର କିଛି ଘଂଟା ମଧ୍ୟରେ ଏହାର ସର୍ଭର କ୍ରାଶ ହୋଇ ଯାଇଥିଲା । ଅବଶ୍ୟ ପରେ ଏହାକୁ ଠିକ୍ କରାଯିବ ଫଳରେ ଦର୍ଶକମାନେ ଫିଲ୍ମକୁ ଉପଭୋଗ କରିଥିଲେ । ପ୍ରଭୂ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପାଟନୀ, ଜ୍ୟାକୀ ଶ୍ରଫ, ରଣଦୀପ ହୁଡା ମଧ୍ୟ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.