Latest Odisha News

BREAKING NEWS

ବିବାଦକୁ ଏଡ଼ାଇବା ପାଇଁ ଏହି ଫିଲ୍ମର ନାଁ ପରିବର୍ତ୍ତନ କରିବେ ସଲମାନ !

ନୂଆଦିଲ୍ଲୀ: ବଲିଉଡ୍‌ ସହିତ ବିବାଦର ପୁରୁଣା ସମ୍ପର୍କ ଅଛି ରହିଛି। ବଲିଉଡ୍‌ରେ ଅନେକ ଲୋକପ୍ରିୟ କଳାକାରଙ୍କ ଫିଲ୍ମକୁ ନେଇ ବିବାଦ ଉପୁଜିଛି। ତେବେ ଏହି ବିବାଦରୁ ଦୂରେଇ ରହିବା ପାଇଁ ସଲମାନ ବର୍ତ୍ତମାନ ନିଜର ଏହି ଫିଲ୍ମର ଟାଇଟଲ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ ଏହାକୁ ଦୃଷ୍ଟିରେ ରଖି ସଲମାନ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ବିବାଦକୁ ଏଡ଼ାଇବା ପାଇଁ ସେ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ଟାଇଟଲ ବଦଳେଇବାକୁ ନିଷ୍ପତ୍ତି ନେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଅନୁଭବ କରିଛନ୍ତି ଯେ ଏହି ଟାଇଟଲକୁ ନେଇ ପରେ ବିବାଦ ସୃଷ୍ଟି ହୋଇପାରେ।

Comments are closed.