Latest Odisha News

‘ବିଶ୍ଵ ମାତୃତ୍ଵ ଦିବସ’ରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ‘ବିଶ୍ବ ମାତୃତ୍ଵ ଦିବସ’ ଅବସରରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଏନେଇ ଟ୍ୱିଟ୍ କରିଛନ୍ତି।

ଅଧିକ ପଢନ୍ତୁ- ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ

ଆଜି ‘ବିଶ୍ୱ ମାତୃତ୍ଵ ଦିବସ’ ଅବସରରେ ସୋସିଆଲ ମିଡ଼ିଆରେ ନିଜ ନିଜ ମା’ଙ୍କୁ ମନେ ପକାଇ ୟୁଜର୍ସ ମାନେ ଶୁଭେଚ୍ଛା ବାର୍ତ୍ତାମାନ ଶେୟାର କରିଛନ୍ତି ।

Comments are closed.