Latest Odisha News

BREAKING NEWS

ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ଏଆଇଡିଏମ୍‌କେ ନେତା ସିଭି ଶାନମୁଗାମ

ନୂଆଦିଲ୍ଲୀ: ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ପୂର୍ବତନ AIADMK ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସିଭି ଶାନମୁଗାମ। ମନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ଭି.କେ ଶଶିକଳାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ମନ୍ତ୍ରୀ କହିଛନ୍ତି ଯେ ଶଶିକଳା ଏବଂ ତାଙ୍କ ଅନୁଗାମୀମାନେ ସୋସିଆଲ ମିଡିଆ ଏବଂ ଫୋନ୍ କଲ ମାଧ୍ୟମରେ ତାଙ୍କୁ ମୃତ୍ୟୁ ଧମକ ଦେଇଛନ୍ତି। ଯେଉଁଥିପାଇଁ ସେ ଶଶିକଳାଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି।

Leave A Reply

Your email address will not be published.