Latest Odisha News

BREAKING NEWS

ଏସବିଆଇ ନାଁରେ ଡିପଫେକ୍ ଭିଡିଓ, ସତର୍କ କଲା ବ୍ୟାଙ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ଡିପଫେକ୍ ଭିଡିଓକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକ ଏବଂ ସାଧାରଣଲୋକଙ୍କୁ ସତର୍କ କରାଇଛି।

ଏହି ଭିଡିଓ ଗୁଡ଼ିକରେ ବ୍ୟାଙ୍କର ନିବେଶ ଯୋଜନା ବିଷୟରେ ସୂଚନା ଦିଆଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ଏ ବିଷୟରେ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଏପରି କୌଣସି ଯୋଜନାକୁ ବ୍ୟାଙ୍କ ଅଧିକାରୀ ପ୍ରୋତ୍ସାହିତ କରନ୍ତି ନାହିଁ।

Comments are closed.