କଟକ: ବହୁ ଚର୍ଚ୍ଚିତ ଦାରା ସେନା ମୁଖ୍ୟ ମୁକେଶ ଜେନ ମାମଲା । ଦାରା ସେନାର ମୁଖ୍ୟ ମୁକେଶ ଜେନଙ୍କ ବିରୋଧରେ ହୋଇଥିବା ମାମଲାର ଡିସଚାର୍ଜ ପାଇଁ କଟକ ଆସିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ । ଗତବର୍ଷ ରଥ ଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜେନ ଜଗନ୍ନାଥଙ୍କୁ ନେଇ କିଛି ବିବାଦୀୟ ପ୍ରସଙ୍ଗ ସୋସିଆଲ ମିଡିଆରେ ରଖିଥିଲେ । ଏହା ସହ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ମୁକେଶଙ୍କ ବିରୋଧରେ ଓଡିଶାରେ ୪ ଟି ମାମଲା ଦାୟର ହୋଇଥିଲା । ଏହି ସବୁ ମାମଲାର ଆଜି ସିଟି ଜେଏମଏଫସି ଙ୍କ ଅଦାଲତରେ ଡିସଚାର୍ଜ ଆବେଦନ ପାଇଁ କଟକ ଆସିଥିଲେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.