Latest Odisha News

BREAKING NEWS

ଓଟିଟିରେ ଡେବ୍ୟୁ କରିବେ ଶାହାରୁଖ୍‌! ‌

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ଶାହରୁଖ ଓଟିଟିରେ ଡେବ୍ୟୁ କରିପାରନ୍ତି। ତାଙ୍କ ସମକକ୍ଷ କଳାକାର ଯେମିତିକି ଅଜୟ ଦେବଗନ୍, ଅକ୍ଷୟ କୁମାର, ସୈଫ ଅଲି ଖାନ୍ ଏବଂ ସଞ୍ଜୟ ଦତ୍ତ  ଏମାନେ ସମସ୍ତେ ଓଟିଟି ପ୍ଲାଟ୍‌ଫର୍ମରେ ପାଦ ଥାପି ସାରିଲେଣି।

ଶାହରୁଖ ଖାନ ଖୁବ୍ ଶୀଘ୍ର ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ପଠାନ ସହିତ ବଡ ପରଦାକୁ କମ୍‌ ବ୍ୟାକ୍ କରୁଛନ୍ତି।

ଡିଜ୍ନି + ହଟଷ୍ଟାର ପାଇଁ ଏକ ନୂଆ କମର୍‌ସିଆଲ୍‌ ଭିଡିଓରେ ଶାହରୁଖ ଖାନଙ୍କର FOMO ଥିବା ଦେଖିବାକୁ ମିଳିଛି। ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହା ତାଙ୍କର ଓଟିଟି ଡେବ୍ୟୁ ବିଷୟରେ ଏକ ସୂଚକ।

Leave A Reply

Your email address will not be published.