Latest Odisha News

BREAKING NEWS

ଅତ୍‌ଲୀଙ୍କ ଫିଲ୍ମରେ ନାୟକ ହେବେ ଶାହାରୁଖ୍‌!

ମୁମ୍ବାଇ: ଶାହରୁଖ ଖାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବେ କିଙ୍ଗ୍‌ ଖାନ। ନିର୍ଦ୍ଦେଶକ ଅତଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିପାରନ୍ତି ଶାହାରୁଖ୍‌।

ଖବର ଅନୁଯାୟୀ, ଅଭିନେତା ସେପ୍ଟେମ୍ବରରେ ପୁଣେରେ ୧୦ ଦିନିଆ ଫିଲ୍ମର ସୁଟିଂ ଆରମ୍ଭ କରିବାର ଯୋଜନା ରହିଛି। ସେ ପୂର୍ବରୁ ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ପାଇଁ ସୁଟିଂ କରୁଥିଲେ। ଯେଉଁଥିରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି।

Leave A Reply

Your email address will not be published.