Latest Odisha News

BREAKING NEWS

ଆସିଗଲା ଶକ୍ତିମାନ! ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ସୁବର୍ଣ୍ଣ ଯୁଗ ଫେରାଇ ଆଣୁଛି ଦୂରଦର୍ଶନ। ରାମାୟଣ ଓ ମହାଭାରତ ଦେଖି ପୁରୁଣା ଦିନର ସ୍ମୃତି ତାଜା ହେଉଛି । ଏହି କ୍ରମରେ ଯୋଡି ହୋଇଛି ୯୦ ଦଶକର ଆଉ ଏକ ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏହି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ ।

ନବେ ଦଶକର ସୁପରହିରୋ ଶକ୍ତିମାନ ସିରିଏଲ ଏପ୍ରିଲ ୨ ତାରିଖ ଦିନ ଗୋଟାଏରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।

ଶକ୍ତିମାନର ପୁନଃ ପ୍ରସାରଣ ହେବାକୁ ଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି ।

Leave A Reply

Your email address will not be published.