Latest Odisha News

BREAKING NEWS

କମିଶନରେଟ୍ ପୋଲିସର ରିମାଣ୍ଡରେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଂ ଟୁରସ୍ ଆଣ୍ଡ ଟ୍ରାଭେଲ୍ସ ଜାଲିଆତି ମାମଲାରେ ପଚରାଉଚରା ପାଇଁ ଆକାଶ ପାଠକଙ୍କୁ ଗୁରୁବାର ଦିନ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଖାରବେଳ ନଗର ଥାନା ଅତିରିକ୍ତ ଡିସିପି, ଏସିପି ଏବଂ ଆଇଆଇସିକୁ ନେଇ ଗଠିତ ତିନି ଜଣିଆ ସ୍ପେଶାଲ ଟିମ୍ ଆକାଶଙ୍କୁ ଜେରା କରିବ।

Comments are closed.