Latest Odisha News

ସଜେଇ ହୋଇଛି ଟ୍ଵିନ୍ ସିଟି: ସୁନାଚାନ୍ଦି ମେଢରେ ଝଟକୁଛନ୍ତି ମା’

ଭୁବନେଶ୍ଵର: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ। ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାନବମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତିପୀଠ। ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ ଅଷ୍ଟମୀ ରୀତିନୀତି ।

ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଟ୍ଵିନ ସିଟି । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ସୁନାଚାନ୍ଦି ମେଢରେ ଝଟକୁଛନ୍ତି ମାଆ । ନଜର ପକାନ୍ତୁ ଟ୍ଵିନ ସିଟିରେ କିଛି ପୁଜା ମଣ୍ଡପ ଉପରେ…

ଭୁବନେଶ୍ଵର

ପଳାଶୁଣି

ଝାରପଡା

ବମିଖାଲ

ବରମୁଣ୍ଡା

ରଶୁଲଗଡ

ନୟାପଲ୍ଲୀ

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

କଟକ

ଦର୍ଘା ବଜାର

ଖତବିନ ସାହି 

ତୁଳସୀପୁର ଦୁର୍ଗାପୂଜା କମିଟି (ନୂତନ ଚାନ୍ଦି ମେଢ)

କନିକା ଛକ, ରାମଗଡ (ନୂତନ ଚାନ୍ଦି ମେଢ)

Leave A Reply

Your email address will not be published.