ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଆଉ ଏକ ପୋଷ୍ଟର । ଏହାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ଇଂଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟରରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷମ କୁମାର କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରି ଧରିଥିବା ଦେଖିବାକୁ ମିଳିଛି ।
ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ଅକ୍ଷୟ କୁମାର ଥିବାବେଳେ ତାଙ୍କ ଅପଜିଟରେ କ୍ୟାଟ୍ରିନା କୈଫ ଅଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହାକୁ ଦର୍ଶକେ ବେସ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ହାଇବଜେଟ ଫଲ୍ମଟି ଆସନ୍ତା ୨୪ ତାରିଖରେ ପରଦାକୁ ଆସିବ ।
BREAKING NEWS
- ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
- ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ
- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ
- ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
Comments are closed.