Latest Odisha News

BREAKING NEWS

ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ନେଲେ ସୌମ୍ୟ ରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଇସ୍ତଫା ଦେବାର ଦଶ ମାସ ପରେ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ରାଜନେତା ତଥା ଓଡିଶା ସାମ୍ବାଦିକ ଜଗତର ଜଣାଶୁଣା ଚେହେରା ସୌମ୍ୟ ରଂଜନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଜି ସକାଳେ ସେ ଭୁବନେଶ୍ୱରର ସମ୍ବାଦ ଭବନରେ ପହଞ୍ଚିଥିଲେ। ଯେଉଁଠି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

୨୦୨୩ ମସିହାରେ ବ୍ୟକ୍ତିଗତ କାରଣ ପାଇଁ ସେ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଏବଂ ‘ସମ୍ବାଦ’ର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

 

Comments are closed.