Latest Odisha News

ପରପାରିରେ ଆଧ୍ୟାତ୍ମିକ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ, ଚାରଣ ରାମଦାସଙ୍କର ପରଲୋକ ଘଟିଛି। ଗତ କିଛି ଦିନ ହେଲା, ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ସହ ଫୁସଫୁସ ପ୍ରଭାବିତ ହୋଇଥିଲା।

ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ ଥିଲେ । ତାଙ୍କ ମୃତ୍ୟରେ ଆଧ୍ୟାତ୍ମିକପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Comments are closed.