Latest Odisha News

BREAKING NEWS

ଭାରତୀୟ ଯାତ୍ରୀଙ୍କୁ ଶ୍ରୀଲଙ୍କା ମନା

କଲମ୍ବୋ: ଶ୍ରୀଲଙ୍କା ଆଜି ଘୋଷଣା କରିଛି ଯେ ଭାରତରେ କରୋନା ମାମଲାରେ ରେକର୍ଡ ବୃଦ୍ଧି ହେତୁ ତୁରନ୍ତ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।।

ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ପରି ଅନେକ ଦେଶ ଭାରତ ତଥା ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଯାତ୍ରୀଙ୍କୁ ଯାତାୟାତ ନିଷିଦ୍ଧ କରିସାରିଛନ୍ତି।

ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆଜି କହିଛି ଯେ ଭାରତରୁ ଯାତ୍ରୀମାନଙ୍କୁ ଶ୍ରୀଲଙ୍କା ଆସିବାକୁ ଅନୁମତି ଦିଆଯିବ ନାହିଁ। ଭାରତରେ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.