Latest Odisha News

BREAKING NEWS

ବାଲୁକା କଳାରେ ‘ଇଦ୍’ ର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ଗଢିଥିବା ଏହି ବାଲୁକା କଳାର ଫୋଟୋଟି ସୁଦର୍ଶନ ନିଜ ଟ୍ୱିଟରରେ ପୋଷ୍ଟକରି “ଇଦ୍ ମୁବାରକ” ବୋଲି ଲେଖିଛନ୍ତି ।

ଇଦ୍-ଉଲ୍-ଜୁହା ହେଉଛି ମୁସଲିମ ସମ୍ପ୍ରଦାୟର ବର୍ଷର ଦ୍ୱିତୀୟ ଇଦ୍ ଉତ୍ସବ । ଏହିଦିନ ଇବ୍ରାହିମ ଭଗବାନଙ୍କ ପ୍ରତି ନିଜର ଭକ୍ତି ସାବ୍ୟସ୍ତ କରିବାକୁ ନିଜ ପୁଅର ବଳିଦାନ ଦେଇଥିଲେ, ଏହାକୁ ସ୍ମରଣ କରିବା ପାଇଁ ଏହି ଦିନଟି ପାଳନ କରାଯାଏ।

Leave A Reply

Your email address will not be published.