କଟକ : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା । ଏହି ମାମଲାରେ ଆସିଛି ନୂଆ ତଥ୍ୟ । ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର ହେବାକୁ କୁହାଯାଇଛି । ଅନ୍ୟପଟେ ସୁମିତ ଚାହିଁଲେ ସରକାରୀ କ୍ୱାଟର୍ସରେ ତପସ୍ୱିନୀଙ୍କୁ ରଖିପାରିବେ । ଏହାସହ ସରକାରୀ କ୍ୱାଟର୍ସ ପାଇଛନ୍ତି କି ନାହିଁ ସତ୍ୟପାଠ ଦାଖଲ ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.