Latest Odisha News

BREAKING NEWS

ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା  ।  ଏହି ମାମଲାରେ ଆସିଛି ନୂଆ ତଥ୍ୟ ।  ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର ହେବାକୁ କୁହାଯାଇଛି । ଅନ୍ୟପଟେ ସୁମିତ ଚାହିଁଲେ ସରକାରୀ କ୍ୱାଟର୍ସରେ ତପସ୍ୱିନୀଙ୍କୁ ରଖିପାରିବେ । ଏହାସହ ସରକାରୀ କ୍ୱାଟର୍ସ ପାଇଛନ୍ତି କି ନାହିଁ ସତ୍ୟପାଠ ଦାଖଲ ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.