Latest Odisha News

BREAKING NEWS

ଭୂକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇ : ତୁର୍କୀ ଏବଂ ସିରିଆ ଭୁକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବେ ବୋଲି ଅଭିନେତ୍ରୀ ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ ୱେବର ଘୋଷଣା କରିଛନ୍ତି । ଭୁକମ୍ପ ପୀଡ଼ିତଙ୍କ ଲାଗି ଅନ୍ୟମାନେ ସହାୟତା କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ସହାୟତା କରିଥିଲେ ।

BjdElectrycity

ତୁର୍କୀ-ସିରିଆ ଭୂମିକମ୍ପକୁ ଇତିମଧ୍ୟରେ ୧୩ ଦିନ ବିତିଲାଣି । ଭୂକମ୍ପ ପରେ ସେଠାରେ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି ।

Leave A Reply

Your email address will not be published.